ଯୀଶୁଙ୍କ ଆଗମନ – Jisunka Agamana
,ଆ…… ଆ….. ଆ…..
ଆଗମନ ବେଳ ପାଖେଇ ଆସିଲା
ଯୁଗଶେଷ ଦିନ ସନ୍ନିକଟ ହେଲା
ଯୀଶୁଙ୍କର ଆଗମନ ବେଳ ପାଖେଇ ଆସିଲା (୨)
ସ୍ଥାନେ ସ୍ଥାନେ ଦେଖ ଭୂମିକମ୍ପ ହେଲା(୨)
ଯୁଗ ଶେଷ ଲକ୍ଷଣ( ସବୁ ଦେଖାଗଲା×୨)
ଯୀଶୁଙ୍କର ଆଗମନ ବେଳ ପାଖେଇ ଆସିଲା (୨)
୧
ପ୍ରସ୍ତୁତ ଅଛୁକି ହେ ମାନବ ଜାତି
ପାଇଚୁକି ଆମେ ପାପରୁ ମୁକତି
ଦେଖ ଆସୁଅଛି ଭୟଙ୍କର ବିପତ୍ତି
ପାପୀ ପାଇଁ ନିଶ୍ଚେ ମହାକ୍ଲେଶ ଅଛି
ଆ…… ଆ….. ଆ…..
କିନ୍ତୁ ଯିଏ ଯୀଶୁ ପାଶେ ମନ ଦେଲା
ଜଗତରେ ପରିତ୍ରାଣ ଯେ ଲଭିଲା
ସ୍ବର୍ଗରାଜ୍ଯେ ତାହାଙ୍କର ସ୍ଥାନ ନିଶ୍ଚିତ ହୋଇଲା(୨)
୨
ସମୟ ଗଲାଣି ଅନୁଗ୍ରହ ର ଧାଇଁ
ପରିତ୍ରାଣ କିନ୍ତୁ ଆମ ହୋଇ ନାହିଁ
ଭାବ କି ମନରେ ଆଗମନ ହେବ ନାହିଁ
ଯୀଶୁଙ୍କ ଆଗମନ ନିଶ୍ଚିତ ଅଟଇ
ଆ…… ଆ….. ଆ…..
ପିତାଙ୍କ ଇଛା ସାଧନ ଯିଏ କଲା
ଶେଷ ପର୍ଯ୍ୟନ୍ତ ଯିଏ ଧୈର୍ଯ୍ୟ ଧରିଲା
ଅନନ୍ତ ନରକୁ ନିଶ୍ଚେ ବନ୍ଧୁ ରକ୍ଷା ସେ ପାଇଲା(୨)
- ଦୁଃଖ ଲାଗେ ଆଜି ଭାବି କୃଶର – Dukha lage aji bhabi krushara
- Dhire Dhire Odia Christian Song lyrics – ଧିରେ ଧିରେ
- ଆରାଧନା କରେ – Aradhana kore
- ପ୍ରାର୍ଥନା ଶୁଣ – Prarthana suna
- ଗାଇବି ମୁଁ ତୁମ ପ୍ରେମ – Gaibi mu tuma perma
Shop Now: Bible, songs & etc
1. Follow us on our official WhatsApp channel for the latest songs and key updates!
2. Subscribe to Our Official YouTube Channel
Keywords: Tamil Christian song lyrics, Telugu Christian song lyrics, Hindi Christian song lyrics, Malayalam Christian song lyrics, Kannada Christian song lyrics, Tamil Worship song lyrics, Worship song lyrics, Christmas songs & more!
Disclaimer: "The lyrics are the property and copyright of their original owners. The lyrics provided here are for personal and educational purposes only."
Tags: 2d animationAction storyAnimated Storiesanimationanimation storiesaniomationBapi ShamalbibleBible Animated Storiesbible animationbible storiesbible stories for kidsChildChildren SongChildren SpcialChildren SpecialChildrensCute BabyEnglish Action storyFor Kidshit kids storyHuman sagarkidsKids (Film)kids action storyKids Animationkids biblekids bible songskids bible storiesKids FilmsKids OnlyKids Spacialkids storyLittleLittle KidsodiaSalem LimastoriesTOWER OF BABEL