ମନ ନାଚେରେ – Mana Nachere odia Christian song lyrics
ମନ ନାଚେରେ, ମନ ନାଚେରେ
ଯୀଶୁ ନାମେ ଏ ମନ ନାଚେରେ
ମନ ନାଚେରେ, ମନ ନାଚେରେ
ପ୍ରଭୁ ନାମେ ଏ ମନ ନାଚେରେ
ସେହି ନାମେ ପରିତ୍ରାଣ,
ସେହି ନାମେ ଅନନ୍ତ ଜୀବନ
ମନ ନାଚେରେ…..
- ଯିହୁଦା ପ୍ରଦେଶେ ଆସିଲା ସେ ନାମ
ମେରୀଙ୍କ କୋଳରେ ହେଲେ ସେ ଜନମ
ସାରା ଜଗତରେ ଖେଳିଲା ଚମକ
ସେ ହେଲେ ସତ୍ୟର ପଥ ପ୍ରଦର୍ଶକ ତାଙ୍କ ପଥେ ଯେ କରେ ନିତ୍ୟ ଅନୁଶରଣ
ପାଇବ ସର୍ବଦା ତାଙ୍କ ପରିତ୍ରାଣମନ ନାଚେରେ...
- ଅଟଇ ମହାନ ସେହି ଯୀଶୁ ନାମ
ସରଗରୁ ପାତାଳ କରନ୍ତି ପ୍ରଣାମ
ଚରାଚର ଯେତେ କୀଟ ପତଙ୍ଗ
ଜୀବିତ ସେ ନାମେ କେଡ଼େ ଆନଂଦ ବୀଣା ଝଙ୍କାରେ ବାଦ୍ୟ ନୃତ୍ୟରେ
ଗାନ୍ତି ସର୍ବଦା ତାଙ୍କ ଜୟଗାନମନ ନାଚେରେ
- Amen – ଆମେନ Odia Worship Series
- Amulya Prema song lyrics – ଅମୂଲ୍ୟ ପ୍ରେମ
- ANTARA MO KANDUCHHI – ଅନ୍ତର ମୋ କାନ୍ଦୁଛି
- ARADHANA TUMA ARADHANA – ତୁମ ସମ ଏ ଜଗତେ କେହି ନାହିଁ
- Asichi Prabhu tuma padatalle – ଆସିଛି ପ୍ରଭୁ Amit Pani Christian Devotional songs
Shop Now: Bible, songs & etc
1. Follow us on our official WhatsApp channel for the latest songs and key updates!
2. Subscribe to Our Official YouTube Channel
Keywords: Tamil Christian song lyrics, Telugu Christian song lyrics, Hindi Christian song lyrics, Malayalam Christian song lyrics, Kannada Christian song lyrics, Tamil Worship song lyrics, Worship song lyrics, Christmas songs & more!
Disclaimer: "The lyrics are the property and copyright of their original owners. The lyrics provided here are for personal and educational purposes only."
Tags: 2d animationAction storyADEM AND EVEAnimated Storiesanimationanimation storiesaniomationbibleBible Animated Storiesbible animationbible storiesbible stories for kidsChildChildren SongChildren SpcialChildren SpecialChildrensCute BabyDanceEnglish Action storyFor Kidshit kids storyHUMANE SAAGARkidsKids (Film)kids action storyKids Animationkids biblekids bible songskids bible storiesKids FilmsKids OnlyKids Spacialkids storyLittleLittle KidsodiaSANJIB BISHOYIstories